ଭାରସାମ୍ୟ ହରାଇ କେନାଲ ଭିତରେ ପସିଲା ଗ୍ୟାସ ଅଟୋ
·2 years ago

ଅର୍ଗସ ବ୍ୟୁରୋ : ସାଲେପୁର ବାଲିସାହି ପୋଲ ନିକଟ ଅଘଟଣ । କେନ୍ଦ୍ରାପଡା କେନାଲ ଭିତରକୁ ଭାରସ୍ୟମ ହରାଇ ଗ୍ୟାସ ବୋଝେଇ ଅଟୋ ଗାଡି । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ ଅଟୋ ଡ୍ରାଇଭର । ସ୍ଥାନୀୟ ଲେକେ ଅଟୋ ଡ୍ରାଇଭରକୁ କଲେ ଉଦ୍ଧାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ମୁତାବକ ସ୍ଥାନୀୟ କେନ୍ଦୁପାଟଣା ଅଞ୍ଚଳରେ ଥିବା ପ୍ରିୟା ଗ୍ୟାସ ଏଜେନ୍ସି ନାମକ ର ଗ୍ୟାସ ବୋଝେଇ ଅଟୋ ଗାଡି ବୋଲି ଜଣା ପଡ଼ିଛି । ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଅଟୋ ଗାଡିକୁ ଜବତ କରିଛି । ଗ୍ୟାସ ଭଳି ବିପଦପୂର୍ଣ୍ଣ ଦ୍ରବ୍ୟ ପରିବହନ କରୁଥିବା ଅଟୋ ଗାଡିର କାଗଜପତ୍ର ଯାଞ୍ଚ କରିବା ସହ କେଉଁଆଡୁ ଗ୍ୟାସ ଯାଉଥିବା ଏନେଇ ପୋଲିସ ଖୋଲତାଡ଼ କରୁଥିବାର ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: