ସମ୍ବଲପୁରରେ ଫୁଟିଲା ବୋମା
·2 years ago

ଅର୍ଗସ ବ୍ୟୁରୋ : ସମ୍ବଲପୁରରେ ଫୁଟିଲା ବୋମା । ପୀରବାବା ଛକରେ ବୋମାମାଡ଼ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା । ବୁଲେଟ୍ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ । ଗୋଟିଏ ବୁଲେଟ ଗାଡି ପୋଡିବା ସହ ଜଲିଗଲା ରିକ୍ସା । ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଆଇଜି ଏବଂ ଏସପି ପହଁଞ୍ଚି ଲୋକଙ୍କୁ ବୁଝାସୁଝା । ୩ ଜଣ ଆହତ ସୂଚନା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: