Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଲାଙ୍ଗୀରରୁ ଶାଢ଼ୀ ଧରି ଭୁବନେଶ୍ୱର ଆସୁଥିଲେ ୨ ବେପାରୀ

Jitendra Dash
Browse all articles by Jitendra Dash
·2 years ago
ବଲାଙ୍ଗୀରରୁ ଶାଢ଼ୀ ଧରି ଭୁବନେଶ୍ୱର ଆସୁଥିଲେ ୨ ବେପାରୀ

ଅର୍ଗସ ବ୍ୟୁରୋ : ୫୦ ହଜାରରୁ ଅଧିକ ଟଙ୍କାର ଶାଢ଼ୀ ଜବତ କଲା ସିଟି GST । ବରମୁଣ୍ଡା ବସଷ୍ଟାଣ୍ଡରୁ ଜବତ କଲା ସିଟି GST ବିଭାଗ । ବଲାଙ୍ଗୀରରୁ ଶାଢ଼ୀ ଧରି ଭୁବନେଶ୍ୱର ଆସୁଥିଲେ ୨ ବେପାରୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଦୁଇ ବେପାରୀ ହେଲେ ତରୁଣୀ ମେହେର ଏବଂ ପୂର୍ଣ୍ଣ ଚନ୍ଦ୍ର ମେହେର ।  ଶାଢ଼ୀର TAX ଇନଭଏସ, E WEY BIL ଦେଖାଇ ପାରିନଥିବାରୁ ୨ଜଣ ବେପାରୀଙ୍କୁ ଅଟକ ରଖିଛନ୍ତି ସିଟି GST । ତେବେ ନିର୍ବାଚନରେ ଶାଢ଼ୀ ବାଣ୍ଟିବା ପାଇଁ ଆଣିଥିବା ସନ୍ଦେହ କରୁଛି ଜିଏସଟି ଟିମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Saree worth more than 50,000 rupees were seized | Argus News