ଖୋର୍ଦ୍ଧାରେ ବଦଳିଲା ସ୍କୁଲ ସମୟ , ସାଢେ ୬ରୁ ଖୋଲିବ ସ୍କୁଲ
·2 years ago

ଖୋର୍ଦ୍ଧା : ଖୋର୍ଦ୍ଧାରେ ବଦଳିଲା ସ୍କୁଲ ସମୟ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସକାଳ ସାଢ଼େ ୬ରୁ ଖୋଲିଲା ସ୍କୁଲ । ସାଢ଼େ ୧୦ଟା ଯାଏଁ ଖୋଲା ରହିବ ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ସମୟ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ସରକାରୀ, ଘରୋଇ ଓ ଅନୁଦାନପ୍ରାପ୍ତ ସ୍କୁଲ, ଅଙ୍ଗନବାଡ଼ି ସମେତ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ସାଢେ 10ଟା ଯାଏ ଖୋଲା ରହିବ ।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
