Scrub Typhus Death / ଅନୁଗୋଳରେ ସ୍କ୍ରବ୍ ଟାଇଫସ୍ ନେଲା ଜୀବନ; କେମିତି ଚିହ୍ନିବେ ଲକ୍ଷଣ
·30 mins ago·2 min read

Key Points
ରାଜ୍ୟରେ ପୁଣି ସ୍କ୍ରବ୍ ଟାଇଫସ୍ ନେଲା ଜୀବନ
ଚିକିତ୍ସାଧୀନ ଅବସ୍ଥାରେ ନାବାଳକର ମୃତ୍ୟୁ
କଣ ହୋଇଥାଏ ଏହାର ଲକ୍ଷଣ ?
ଚିକିତ୍ସାଧୀନ ଅବସ୍ଥାରେ ନାବାଳକର ମୃତ୍ୟୁ
କଣ ହୋଇଥାଏ ଏହାର ଲକ୍ଷଣ ?
ଅନୁଗୋଳ: ପୁଣି ଆଖି ଦେଖାଇଲାଣି ସ୍କ୍ରବ୍ ଟାଇଫସ୍ । କଣିହାଁରେ ସ୍କ୍ରବ୍ ଟାଇଫସ୍ ନେଲା ଜୀବନ। କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ୧୧ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ଏହି ଅକାଳ ମୃତ୍ୟୁ ପରେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଗାଁରେ ଶୋକର ଛାୟା ଖେଳିଯାଇଛି । ଗତକାଲି କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
କଣ ହୋଇଥାଏ ଲକ୍ଷଣ ?
• ଅଧିକ ଜ୍ୱର ଏବଂ ଥଣ୍ଡା ଲାଗିବା
• ମୁଣ୍ଡବିନ୍ଧା ଏବଂ ଦେହହାତ ଘୋଳାବିନ୍ଧା ହେବା
• କୀଟ କାମୁଡ଼ିଥିବା ସ୍ଥାନରେ କଳା କ୍ଷତ ଚିହ୍ନ ଦେଖାଦେବା
• ଲସିକା ଗ୍ରନ୍ଥି ଫୁଲିଯିବା
- ଅକାଳରେ ନାବାଳକର ମୃତ୍ୟୁ
- ସ୍କ୍ରବ୍ ଟାଇଫସ୍ କାହିଁକି ହୁଏ ?
କଣ ହୋଇଥାଏ ଲକ୍ଷଣ ?
• ଅଧିକ ଜ୍ୱର ଏବଂ ଥଣ୍ଡା ଲାଗିବା
• ମୁଣ୍ଡବିନ୍ଧା ଏବଂ ଦେହହାତ ଘୋଳାବିନ୍ଧା ହେବା
• କୀଟ କାମୁଡ଼ିଥିବା ସ୍ଥାନରେ କଳା କ୍ଷତ ଚିହ୍ନ ଦେଖାଦେବା
• ଲସିକା ଗ୍ରନ୍ଥି ଫୁଲିଯିବା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ୍ ଟାଇଫସ୍, ଆକ୍ରାନ୍ତଙ୍କ ସଂଖ୍ୟା ୯୧୦କୁ ବୃଦ୍ଧି
ଏହା ବ୍ୟତୀତ, ସ୍କ୍ରବ୍ ଟାଇଫସର ଏକ ସାଧାରଣ ଲକ୍ଷଣ ହେଉଛି ଚର୍ମରେ ବଡ ଧରଣର ଏକ ଘା' ହେବା । ଯେଉଁ ସ୍ଥାନରେ ଏହି କୀଟ କାମୁଡିଥାଏ, ସେହି ସ୍ଥାନରେ କଳା ହୋଇ ବଡ ଧରଣର କ୍ଷତ ହୋଇଥାଏ । କେତେକ କ୍ଷେତ୍ରରେ ଶ୍ୱାସକ୍ରିୟା ଏବଂ ଅର୍ଗାନ ଫେଲ୍ଯୁର ହେବାର ସମ୍ଭାବନା ମଧ୍ୟ ରହିଥାଏ । ଏଣୁ ଏପରି ଲକ୍ଷଣ ଦେଖାଦେଲେ ଆଦୌ ଅଣଦେଖା କରନ୍ତୁନି । ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Related Topics
Explore more stories