ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା
·2 years ago

ଅର୍ଗସ ବ୍ୟୁରୋ : ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା । ଅଭିଯୁକ୍ତ ଲିଙ୍ଗରାଜ ବେହେରାକୁ ୫ ବର୍ଷ ସଶ୍ରମ ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର ଟିଟିଲାଗଡ଼ ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୨୦୨୩ ଫେବୃଆରୀ ୧ ରେ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ଥାନା ବସଷ୍ଟାଣ୍ଡ ନିକଟରେ ଚଢ଼ାଉ ବେଳେ ୩୧ ଲକ୍ଷ ୨୭ ହଜାର ୫ ଶହ ଟଙ୍କାର ଜାଲନୋଟ ଜବତ କରିଥିଲା ସ୍ପେଶାଲ ଟାସ୍କଫୋର୍ସ। ମୁଖ୍ୟ ଅଭିଯୁକ୍ତ ଲିଙ୍ଗରାଜ ବେହେରା କୁ ଗିରଫ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଧର୍ମୁ ରଣା ସେଠାରୁ ଫେରାର ହୋଇଯାଇଥିଲା । ଧର୍ମୁ ବିରୋଧରେ ଏବେ ମଧ୍ୟ ୱାରେଣ୍ଟ ଇସ୍ୟୁ ହୋଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: