Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୟାପଲି ଥାନା ଅଞ୍ଚଳରେ ସିରିଜ ଲୁଟ

Swayangprajna Mishra
Browse all articles by Swayangprajna Mishra
·1 year ago
ନୟାପଲି ଥାନା ଅଞ୍ଚଳରେ ସିରିଜ ଲୁଟ

ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା । ନୟାପଲି ଥାନା ଅଞ୍ଚଳରେ ସିରିଜ ଲୁଟ । ନେଇଗଲେ ଦାମୀ ସିଗାରେଟ, ପୁଡିଆ ଓ 5ଟି ଗ୍ୟାସ ଟାଙ୍କି । 3ଜଣ ଅଟୋ ରେ ଆସି ଲୁଟ ପାଟ କରିଥିବାର ଚିତ୍ର ସିସି ଟିଭି ରେ କଏଦ ହୋଇଛି । ନୟାପଲି ଥାନାରେ ଅଭିଯୋଗ ପରେ ପୋଲିସ ର ଖୋଳତାଡ ।

ଅଧିକ ପଢନ୍ତୁ ଓଡିଶା ଖବର

ଲୁଟେରାଙ୍କୁ ଧରିବା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ । ଲକ୍ଷାଧିକ ଟଙ୍କାର ସିଗାରେଟ ଓ ପୁଡିଆ ଲୁଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Serial robbery in Nayapli police station area | Argus News