ସେଲୁନ୍ ଆଣ୍ଡ୍ ସ୍ପାରେ ସେକ୍ସ ରାକେଟ୍
·1 year ago

ଅର୍ଗସ ବ୍ୟୁରୋ : ସେଲୁନ୍ ଆଣ୍ଡ୍ ସ୍ପାରେ ସେକ୍ସ ରାକେଟ୍ । ଭୁବନେଶ୍ବର ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସର ରେଡ । ସ୍ପା ନାଁରେ ଅନୈତିକ କାମ ଚାଲିଥିବା ଅଭିଯୋଗ। ବରଗଡ଼ ପୋଲିସର ଚଢ଼ାଉ କରି ଯୁବତୀଙ୍କୁ ଉଦ୍ଧାର କରିଛି। ଘଟଣାସ୍ଥଳରୁ ସ୍ପା ମାଲିକଙ୍କ ସହ କିଛି ଯୁବକଙ୍କୁ ଅଟକ ରଖିଛି ପୋଲିସ।
ଅଧିକ ପଢନ୍ତୁ ଓଡିଶା ଖବର
ଯୁବତୀଙ୍କୁ ଜୋରଜବରଦସ୍ତ ସ୍ପା ରେ ରଖାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ଉଦ୍ଧାର ପାଇଁ ଆସିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସ୍ପା ମାଲିକଙ୍କ ମାଡ଼ରେ ଯୁବକ ଜଣଙ୍କ ଆହତ ହୋଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: