|
logo
Live
Argus News App
GET APP

Argus News - କେନ୍ଦ୍ରାପଡ଼ାରୁ କଂଗ୍ରେସ ଟିକେଟ ପାଇବା ନେଇ ଚର୍ଚ୍ଚା ଆରମ୍ଭ

Odisha

କେନ୍ଦ୍ରାପଡ଼ାରୁ କଂଗ୍ରେସ ଟିକେଟ ପାଇବା ନେଇ ଚର୍ଚ୍ଚା ଆରମ୍ଭ

Jitendra Dash
Browse all articles by Jitendra Dash
·1 year ago
କେନ୍ଦ୍ରାପଡ଼ାରୁ କଂଗ୍ରେସ ଟିକେଟ ପାଇବା ନେଇ ଚର୍ଚ୍ଚା ଆରମ୍ଭ

ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡ଼ା ବିଜେଡ଼ିକୁ ଶକ୍ତ ଧକ୍କା । ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଲେ ସିପ୍ରା ମଲ୍ଲିକ । କଂଗ୍ରେସ ଭବନକୁ ଆସି ବିଧିବଦ୍ଧ ଭାବେ ଯୋଗ ଦେଲେ । କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ଥିଲେ ସିପ୍ରା । କେନ୍ଦ୍ରାପଡ଼ାରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ନେଇ ଆଶାବାଦୀ ଅଛନ୍ତି । 

ଅଧିକ ପଢନ୍ତୁ ରାଜନୀତି ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କେନ୍ଦ୍ରାପଡ଼ାରୁ କଂଗ୍ରେସ ଟିକେଟ ପାଇବା ନେଇ ଚର୍ଚ୍ଚା ଆରମ୍ଭ | Argus News