Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସବୁ ଯୋଜନା ପରେ ବି ଜଳୁଛି ଶିମିଳିପାଳ

Jitendra Dash
Browse all articles by Jitendra Dash
·2 years ago
ସବୁ ଯୋଜନା ପରେ ବି ଜଳୁଛି ଶିମିଳିପାଳ

ଅର୍ଗସ ବ୍ୟୁରୋ : ଜଳୁଛି ଶିମିଳିପାଳ । ପୋଡାଡିହା ରେଞ୍ଜ ବଡଖମଣ ନିକଟ ପୁଟକାଘୁଟୁ ପାହାଡ ଓ ଜେ.ଏସ୍.ଜାମୁଡିହା ନିକଟ ଠାକୁରାଣୀ ପାହାଡରେ ଲାଗିଛି ନିଆଁ । ଗୋଟିଏ ପାହାଡରୁ ଆଉ ଗୋଟିଏ ପାହାଡକୁ ବ୍ୟାପୁଛି ଜଙ୍ଗଲୀ ନିଆଁ । ବଡବଡ ଗଛ ନିଆଁରେ ଜଳିପୋଡି ଛାରଖାର ହୋଇଯାଉଛି । ନିଆଁ ଲିଭାଇବାରେ ବିଫଳ ବନବିଭାଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେଣୁ ଆଗାମୀ ସପ୍ତାହରେ ଶିମିଳିପାଳରେ ଅଧିକ ସ୍ଥାନରେ ନିଆଁ ଲାଗିବାର ଆଶଙ୍କା ରହିଛି । ଏମିତି ସମୟରେ ନିୟୋଜିତ ବନ କର୍ମଚାରୀ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ବନାଗ୍ନି ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଆବଶ୍ୟକ ହେଲେ ଅଧିକ କର୍ମଚାରୀ ନିୟୋଜିତ ହେବେ । ନିଆଁ ଲିଭାଇବାରେ ଆମେ ଜଙ୍ଗଲ ପାଖ ଗ୍ରାମବାସୀଙ୍କ ସହଯୋଗ କାମନା କରୁଛୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Similipal Fire case | Argus News