Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଅଧିକ ଯୌତୁକ ଦାବି କରି ମାରି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

Odisha

ଅଧିକ ଯୌତୁକ ଦାବି କରି ମାରି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

Jitendra Dash
Browse all articles by Jitendra Dash
·2 years ago
ଅଧିକ ଯୌତୁକ ଦାବି କରି ମାରି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ଅର୍ଗସ ବ୍ୟୁରୋ : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ମଲ୍ଲିକାପୁର ଗାଁର ରମେଶ ପରିଡାଙ୍କ ପତ୍ନୀ ଝରଣା ଦାସଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଅଧିକ ଯୌତୁକ ଦାବି କରି ମାରି ଦେଇଥିବାର ଖଇରା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ  । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଅଧିକ ତଦନ୍ତ ଜାରି କରିଛି । ୨୦୧୭ ମସିହାରେ ଗାଁର ରମେଶ ପରିଡାଙ୍କ ସହିତ  ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା । ସେବେ ଠୁ ଯୌତୁକ  ଦାବି ସହିତ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଶେଷରେ ମାରି ଦେଇ ଆତ୍ମହତ୍ୟା ରୁପ ଦେଇଛନ୍ତି ଵୋଲି ଅଭିଯୋଗ କରିଛନ୍ତି ବାପଘର ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Simulia Murder Case | Argus News