Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ମାଡ଼

Swayangprajna Mishra
Browse all articles by Swayangprajna Mishra
·1 year ago
ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ମାଡ଼

ଅର୍ଗସ ବ୍ୟୁରୋ :  ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ମାଡ଼ । ଗାଡ଼ି ସାଇଡ୍‌ ମରାକୁ କେନ୍ଦ୍ର କରି ଘଟିଛି ଏ ଘଟଣା । କେନ୍ଦ୍ରାପଡ଼ା ରାଜନଗର ଗୋପାଳପୁର ବସ୍‌ଷ୍ଟାଣ୍ଡ ନିକଟରେ ଡ୍ରାଇଭର ଅରବିନ୍ଦ ରାଉତଙ୍କୁ ବସ୍‌ରୁ ଟାଣି ବିଚ୍‌ ରାସ୍ତାରେ ମାଡ଼ ମାରିଛନ୍ତି କିଛି ଅସାମାଜିକ ବ୍ୟକ୍ତି ।

ଅଧିକ ପଢନ୍ତୁ : `ଲକ୍ଷ୍ମୀ' ବସ୍‌ଷ୍ଟାଣ୍ଡ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ

ଏହାସହ ବସ୍‌ର କାଚ ବି ଭାଙ୍ଗି ଦେଇଛନ୍ତି । ପ୍ରଥମେ ବସ୍‌ କଣ୍ଡକ୍ଟର ଓ ପରେ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ମାଡ଼ ମାରିଛନ୍ତି ଦୁର୍ବୃତ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
some antisocial people attacked on laxmi bus driver | Argus News