Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୨ଟି ଚୋରି ବାଇକ୍ ଜବତ ସହ ଜଣେ ଗିରଫ

Jitendra Dash
Browse all articles by Jitendra Dash
·2 years ago
୧୨ଟି ଚୋରି ବାଇକ୍ ଜବତ ସହ ଜଣେ ଗିରଫ


ଅର୍ଗସ ବ୍ୟୁରୋ : ଧରାପଡ଼ିଲା ବାଇକ୍ ଚୋର ରାକେଟ । ୧୨ଟି ଚୋରି ବାଇକ୍ ଜବତ ଜଣେ ଗିରଫ । ସୋନପୁର ପୋଲିସ ୧୨ଟି ଚୋରି ବାଇକ୍ ଜବତ କରିବାକୁ ସଫଳ ହୋଇଥିବାବେଳେ ଏଥିରେ ସମ୍ପୃକ୍ତ ବୌଦ୍ଧ ଜିଲ୍ଲା କଣ୍ଟାମାଳର ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କୁ ଗିରଫ କରିଛି । ଚୋରି ବାଇକ ଗୁଡ଼ିକ ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ରାଉରକେଲା, କନ୍ଧମାଳ, ଅନୁଗୁଳ ଅଞ୍ଚଳର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sonpur bike robbery | Argus News