ଘସିପୁରା ଆସନରୁ ସ୍ବାଧୀନ ଭାବେ ଲଢିବେ ସୌମ୍ୟରଞ୍ଜନ
·2 years ago

ଅର୍ଗସ ବ୍ୟୁରୋ : ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ନିଜେ ସୌମ୍ୟରଞ୍ଜନ ପଟ୍ଟନାୟକ । ସ୍ବାଧୀନ ଭାବେ ଲଢିବେ ବୋଲି କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଏବଂ ଦେଲେ ଇଶାରା । ଘସିପୁରା ବିଧାନସଭା ଆସନରୁ ନିର୍ବାଚନ ଲଢିବେ ସୌମ୍ୟରଞ୍ଜନ ପଟ୍ଟନାୟକ । ଘସିପୁରା ଆସନରୁ ସ୍ବାଧୀନ ଭାବେ ଲଢିବେ ବୋଲି ଜଣାପଡିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଆଜି ଅପରାହ୍ନରେ ସୌମ୍ୟରଞ୍ଜନ ପଟ୍ଟନାୟକ ଆନନ୍ଦପୁର ସ୍ଥିତ ନିଜ ପୈତୃକ ବାସ ଭବନରେ ଆୟୋଜିତ ସଭାରେ ଯୋଗ ଦେଇ ନିର୍ବାଚନ ଲଢ଼ିବେ ଏବଂ ଆସନ୍ତା ୬ ତାରିଖ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: