Balianta Mob Lynching / ନ୍ୟାୟ ପାଇଁ ରାଜଧାନୀ ରାଜରାସ୍ତାରେ ମୃତ ସୌମ୍ୟଙ୍କ ବାପାମାଆ
·3 months ago·2 min read

Key Points
ଡହ ଡହ ଖରାରେ କାନି ପତାଇ ନ୍ୟାୟ ଭିକ୍ଷା କଲେ ମାଆ
ନିଲମ୍ବିତ ପୋଲିସଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି
କହିଲେ- ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ

ଭୁବନେଶ୍ଵର: ଡହ ଡହ ଖରାରେ କାନି ପତାଇ ନ୍ୟାୟ ଭିକ୍ଷା କରିଛନ୍ତି ବାଲିଅନ୍ତା ଭିଡ଼ ହିଂସାରେ ମୃତ୍ୟୁ ହୋଇଥିବା ସୌମ୍ୟଙ୍କ ମାଆ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବି ଜଣାଇଛନ୍ତି ପରିବାର । ଆଉ ନିଲମ୍ବିତ ପୋଲିସଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି ହୋଇଛି ।
ଅଡ଼ଶପୁରରୁ ଲୋୟର ପିଏମ୍ଜି....ବାଲିଅନ୍ତା ଭିଡ଼ ହିଂସାରେ ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାରେ ପୁରା ପରିବାର । ଡହ ଡହ ଖରାରେ କାନି ପତେଇ ନ୍ୟାୟ ମାଗିଛି ମାଆ । କାନ୍ଦ ବୋବାଳିରେ ଫାଟି ପଡ଼ିଛି ଧାରଣାସ୍ଥଳ ।
ଏଥିସହ ପଢ଼ନ୍ତୁ: ଘରେ ସ୍ତ୍ରୀକୁ ବନ୍ଧକ ରଖି ଦେଉଥିଲା ନିର୍ମମ ନିର୍ଯାତନା; ୪ ଘଣ୍ଟା ଧରି...
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବି ଜଣାଇଛି ପୁରା ପରିବାର । ୭ ଦିନ ମଧ୍ୟରେ ଦିଆ ଯାଇଥିବା ଦାବି ପୂରଣ ନହେଲେ ପୁଣି ଥରେ ପ୍ରତିବାଦ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ସୌମ୍ୟଙ୍କ ମାଆ । ନିଲମ୍ବିତ ହୋଇଥିବା ପୋଲିସଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି ଜୋର ଧରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାକୁ ଆଜି ୨୪ଦିନ ପୁରିଛି । କ୍ରାଇମବ୍ରାଞ୍ଚ ଘଟଣାରେ ୧୭ ଜଣଙ୍କୁ ଗିରଫ କରିଛି । ଭାଇରାଲ ଭିଡିଓ ଆଧାରରେ ଆହୁରି ଅନେକ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି । ପ୍
ପ୍ରଶ୍ନ ଉଠୁଛି କାହିଁକି କ୍ରାଇମବ୍ରାଞ୍ଚ ଭିଡ଼ ହିଂସା ମାମଲା ରୁଜୁ କରୁନାହିଁ ? କାହିଁକି ସୌମ୍ୟଙ୍କ ସାଙ୍ଗ ଓମ୍, ଦୁଇଜଣ ଯୁବତୀ ଓ ପୋଲିସର ମିଛ ଧରା ପରୀକ୍ଷା କରୁନାହିଁ? କାହିଁକି ନିଲମ୍ବିତ ହୋଇଥିବା ପୋଲିସମାନଙ୍କ ବିରୋଧରେ ମାମଲା ରୁଜୁ କରୁନାହିଁ କ୍ରାଇମବ୍ରାଞ୍ଚ ?
ଏଥିସହ ପଢ଼ନ୍ତୁ: ୪୦ଟି ଦେଶକୁ ପଠାଇଥିଲା ସୁଇସାଇଡ୍ ପ୍ୟାକେଟ୍; ମିଳିଲା ୧୦୦ ମୃତ୍ୟୁର ଲିଙ୍କ୍
ଗତ ମେ ୭ ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୋଲିସ ଆଖି ଆଗରେ ସୌମ୍ୟରଞ୍ଜନ ସ୍ଵାଇଁ ନାମକ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଥିଲା । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ବି ରୋକି ପାରିନଥିଲା ।
ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟଙ୍ଗାଇ ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍, ଲାଠିରେ ପିଟିପିଟି ମାରିଦେଇଥିଲ ସୌମ୍ୟରଞ୍ଜନଙ୍କୁ । ମୃତ ସୌମ୍ୟରଞ୍ଜନ ରେଳବାଇରେ ଜଣେ କନେଷ୍ଟବଳ ଥିଲେ ।

Related Topics
Explore more stories