Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଲେଇପଦର୍ ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

Odisha

ସାଲେଇପଦର୍ ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

Jitendra Dash
Browse all articles by Jitendra Dash
·2 years ago·1 min read
ସାଲେଇପଦର୍ ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ଅର୍ଗସ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସାଲେଇପଦର୍ ଗାଁରେ ଯୁବକଙ୍କୁ ହତ୍ୟା । କାରଣ ଅସ୍ପଷ୍ଟ । ମୃତ ଯୁବକ ଜଣକ ହେଲେ ସୁବଳୟା ଧିବରପଡାର ଡମ୍ବରୁଧର ଅଧିକାରୀ । ଘଟଣା ସ୍ଥଳରେ ସୁବଳୟା ପୋଲିସର ତନାଘନା । ଅଭିଯୋଗ ଅନୁସାରେ ଗତ କାଲି ସଂଧ୍ୟାରେ ଡମ୍ବରୁ ଘରୁ ବାହାରି ଆଉ ଫେରି ନଥିଲେ । ଘର ଲୋକ ଖୋଜା ଖୋଜି କରିଥିଲେ ହେଁ ତାଙ୍କ ଖବର ପାଇ ନଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ଆଜି ସକାଳୁ ସାଲେଇପଦର୍ ଗାଁ ନିକଟ ରାସ୍ତା କଡ଼ରେ ତାଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକ ଦେଖି ସୁବଳୟା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ମୃତ ଦେହ ନିକଟରେ ତାଙ୍କ ସ୍କୁଟି ପଡିଥିବାବେଳେ ପାଖରେ ଗ୍ଲାସରେ ମଦ ବୋତଲ, ପାଣି ବୋତଲ ଓ ଅଧା ପିଆ ମଦ ଗ୍ଲାସ୍ ପଡ଼ିଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Subarnapur murder case | Argus News