Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ

Odisha

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ

Jitendra Dash
Browse all articles by Jitendra Dash
·2 years ago
ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ

ଅର୍ଗସ ବ୍ୟୁରୋ : ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ନକଲି ସିବିଆଇ ଅଧିକାରୀ ଗିରଫ । ନକଲି ସିବିଆଇ ଅଧିକାରୀ ଉମେଶ ତନ୍ତୀ ଓରଫ ଆର୍ୟାନ ଓରଫ ପେଟୁ ଗିରଫ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଉମେଶ ସୁନ୍ଦରଗଡ଼ ଟାଉନ ଥାନା ପଣ୍ଡରୀଢ଼ିପାରେ ଘର । ରେଳ ବିଭାଗରେ ଚାକିରି କରାଇଦେବା କହି ଠକୁଥିଲା ଆଶାୟୀଙ୍କୁ । ବର୍ତ୍ତମାନ ସୁଦ୍ଧା ୪ ଜଣ ଚାକିରି ଆଶାୟୀଙ୍କ ଠାରୁ ୨ ଲକ୍ଷ ୨୫ ହଜାର ଠକି ଥିବା ସୂଚନା । ଅଭିଯୋଗ ପରେ ଗିରଫ କରି ତଦନ୍ତ ଜାରି ରଖିଛି ଟାଉନ ଥାନା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Sundargarh job fraud case | Argus News