ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ : ଜଣେ ମୃତ, ୨୦ ଆହତ
·2 years ago

ଅର୍ଗସ ବ୍ୟୁରୋ : ସୁନ୍ଦରଗଡ଼ରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି, ୨୦ ଜଣ ଆହତ ହୋଇଛନ୍ତି । ମୃତକ ହେଲେ କେନାପାଲି ଗ୍ରାମର ସୁବଳ ପଟେଲ । ଭାଷମା ଥାନା ଅନ୍ତର୍ଗତ କେନlପlଳି ଗ୍ରାମରୁ ଏକ ସଂକୀର୍ତ୍ତନ ଦଳ ଝାରସୁଗୁଡ଼ା ଜିଲ୍ଲା ତାଲପଟିଆ କୁ କୀର୍ତ୍ତନ ନlଚିବା ପାଇଁ ଯାଉଥିବା ସମୟରେ ଓଲଟିଥିଲା ପିକଅପ୍ ଭ୍ୟାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
