Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୁନ୍ଦରଗଡ଼ ଗଣହତ୍ୟା ମାମଲା ; ୭ ଅଭିଯୁକ୍ତ ଗିରଫ

Odisha

ସୁନ୍ଦରଗଡ଼ ଗଣହତ୍ୟା ମାମଲା ; ୭ ଅଭିଯୁକ୍ତ ଗିରଫ

Swayangprajna Mishra
Browse all articles by Swayangprajna Mishra
·1 year ago
ସୁନ୍ଦରଗଡ଼ ଗଣହତ୍ୟା ମାମଲା ; ୭ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗଣହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ସୁନ୍ଦରଗଡ ପୋଲିସର ସ୍ଵତନ୍ତ୍ର ଟିମ୍ । ଗତ ଅକ୍ଟୋବର ୨୯ ତାରିଖ ରାତିରେ ସଦର ଥାନା କରମଡିହିଁ ନିକଟସ୍ଥ ଗୀତପଡ଼ାରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ ।

ଅଧିକ ପଢନ୍ତୁ ଓଡିଶା ଖବର

ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ୩ ମହିଳା ଓ ୨ ପୁରୁଷଙ୍କ ଜୀବନ ଯାଇଥିଲା । ସୁନ୍ଦରଗଡ ପୋଲିସର ସ୍ଵତନ୍ତ୍ର ଟିମ୍ କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ସୂଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sundergarh murder case; 7 accused arrested | Argus News