Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଆ ଚଳଚ୍ଚିତ୍ରର ସୁରକ୍ଷା ପାଇଁ ଦାବିରେ ସନଲିସାଙ୍କ ଧାରଣା

Jitendra Dash
Browse all articles by Jitendra Dash
·2 years ago
ଓଡିଆ ଚଳଚ୍ଚିତ୍ରର ସୁରକ୍ଷା ପାଇଁ ଦାବିରେ ସନଲିସାଙ୍କ ଧାରଣା

ଅର୍ଗସ ବ୍ୟୁରୋ : ବିଧାନସଭା ସମ୍ମୁଖରେ ପ୍ରଯୋଜିକା ସନଲିସାଙ୍କ ଧାରଣା । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି ସନଲିସା । ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା, ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା । ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଭଳି ଦାବି ରଖିଛନ୍ତି ସନଲିସା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sunlisa's views on the demand for protection of Odia films | Argus News