Videos
|
Odisha

ଏତେ ସଂଖ୍ୟକ ଜେଲି ଫିସ୍ କିଭଳି ଏକାଥରକେ କୂଳକୁ ଆସିଲା, ତାକୁ ନେଇ ଚର୍ଚ୍ଚା

Jitendra Dash
Browse all articles by Jitendra Dash
·2 years ago
ଏତେ ସଂଖ୍ୟକ ଜେଲି ଫିସ୍ କିଭଳି ଏକାଥରକେ କୂଳକୁ ଆସିଲା, ତାକୁ ନେଇ ଚର୍ଚ୍ଚା

ଅର୍ଗସ ବ୍ୟୁରୋ : ଗୋପାଳପୁର ବେଳାଭୂମିରେ ପଡି ହିଛି ଶହଶହ ଜେଲି ଫିସଙ୍କ ମୃତଦେହ । ଲାଇଟ ହାଉସ ନିକଟରେ ପଡିଛି ଏହି ମୃତଦେହ । ଏହାକୁ ନେଇ ବିଭିନ୍ନ ଆଶଙ୍କା ଦେଖାଦେଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଜେଲି ଫିସ୍ ଗୁଡିକ ଦଂଶନ କ୍ଷତିକାରକ ନହେଲେ ମଧ୍ୟ ମଣିଷ ଦେହରେ ବାଜିଲେ ଯନ୍ତ୍ରଣା ଜଳାପୋଡା ହୋଇଥାଏ । ତେବେ ଏତେ ସଂଖ୍ୟକ ଜେଲି ଫିସ୍ କିଭଳି ଏକାଥରକେ କୂଳକୁ ଆସିଲା, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଘଟଣାସ୍ଥଳକୁ କୌଣସି ବି ପ୍ରଶାସନିକ ଅଧିକାରୀ ଯାଇନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Talk about how so many jellyfish came ashore at once | Argus News