Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

NTPCରେ ଭୟଙ୍କର ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ

Swayangprajna Mishra
Browse all articles by Swayangprajna Mishra
·2 years ago
NTPCରେ ଭୟଙ୍କର ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ

 ଅର୍ଗସ ବ୍ୟୁରୋ :  NTPCରେ ଅଗ୍ନିକାଣ୍ଡ । ତାଳଚେର କଣିହାଁ NTPCରେ ଅଗ୍ନିକାଣ୍ଡ । କୋଇଲାରେ ନିଆଁଲାଗି ଅଞ୍ଚଳ ଧୂଆଁମୟ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି । ୫ ଟି ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ସୂଚନା ରହିଛି । ନିଆଁ ଲାଗିବା ପରେ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଛି ।  ପ୍ରାୟ ୧ ଘଣ୍ଟା ଧରି ଲାଗିଛି ନିଆଁ । ତେବେ କେଉଁ ପରିସ୍ଥିତରେ ନିଆଁ ଲାଗିଲା ତାର ସ୍ପଷ୍ଟ ସୂଚନା ମିଳିପାରିନାହିଁ । 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terrible fire at NTPC plant, cause unclear | Argus News