Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ହେବ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ

Swayangprajna Mishra
Browse all articles by Swayangprajna Mishra
·2 years ago
ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ହେବ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ

ଅନୁଗୁଳ : ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ହେବ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ । ବର୍ଷକ ମଧ୍ୟରେ ଦୁଇ ଗୁଣା ହେବ ଇସ୍ପାତ ଉତ୍ପାଦନ କ୍ଷମତା । 2025 ସୁଦ୍ଧା ସରିବ ଅନୁଗୁଳର ସମ୍ପ୍ରସାରଣ କାର୍ଯ୍ୟ । ଅନୁଗୁଳ ଜିନ୍ଦଲରୁ ବାର୍ଷିକ 12 ନିୟୁତ ଟନ ଇସ୍ପାତ ଉତ୍ପାଦନ ହେବ । ଆଗକୁ ଏହି କାରଖାନାର ଉତ୍ପାଦନ କ୍ଷମତା ୨୫ ନିୟୁତ ଟନକୁ ବୃଦ୍ଧି କରିବାର ଲକ୍ଷ ରଖାଯାଇଛି ବୋଲି ଯେସେପିଏଲ ମୁଖ୍ୟ ନବୀନ ଜିନ୍ଦଲ କହିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଇସ୍ପାତ ସଂଘ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ରାଜ୍ୟ ଅତିଥି ଭବନରେ ପହଂଚିଛନ୍ତି ସଂଘର ସଭାପତି ନବୀନ ଜିନ୍ଦଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Angul Jindal plant will be the world's largest steel plant | Argus News