Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ ଇଣ୍ଟରନେଟ୍ ପ୍ରୋଟକଲ୍ କ୍ୟାମେରା

Swayangprajna Mishra
Browse all articles by Swayangprajna Mishra
·1 year ago
ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ ଇଣ୍ଟରନେଟ୍ ପ୍ରୋଟକଲ୍ କ୍ୟାମେରା

ଅର୍ଗସ ବ୍ୟୁରୋ : ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ କ୍ୟାମେରା  । ରାଜଧାନୀରେ ଆପାର୍ଟମେଣ୍ଟରୁ ବାରମ୍ବାର ଚୋରି ପରେ କମିଶନରେଟ୍ ପୋଲିସର ତତ୍ପରତା । ଆପାର୍ଟମେଣ୍ଟରେ ଲାଗିବ ଅତ୍ୟାଧୁନିକ ଇଣ୍ଟରନେଟ୍ ପ୍ରୋଟକଲ୍ କ୍ୟାମେରା । ଆପାର୍ଟମେଣ୍ଟରେ ପ୍ରସ୍ଥାନ ଓ ପ୍ରବେଶ ପଥରେ IP କ୍ୟାମେରା ଲଗାଇବେ ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ।

ଅଧିକ ପଢନ୍ତୁ ଓଡିଶା ଖବର

ଏହାର ସମସ୍ତ ତଥ୍ୟ କମିଶନରେଟ୍ ପୋଲିସର କଣ୍ଟ୍ରୋଲ୍ ରୁମ୍‌କୁ ଦେବେ । ସହଯୋଗ କାମନା ସହ ଅନୁସନ୍ଧାନ ପାଇଁ ଟିମ୍ ଗଠନ କରିଛୁ କହିଲେ ପୋଲିସ କମିଶନର । ଗତ ଦଶ ମାସ ମଧ୍ୟରେ କଟକ ଏବଂ ଭୁବନେଶ୍ବରର ବିଭିନ୍ନ ଆପାର୍ଟମେଣ୍ଟରୁ ୬୫ଟି ଚୋରି କେସ ରିପୋର୍ଟ ହୋଇଥିଲା, ସେଥିରୁ ୨୯ ଲୋକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The apartment will have the latest internet protocol cameras | Argus News