ହଟ୍ଟଗୋଳ ମଧ୍ୟରେ ମାତ୍ର ୪ ଦିନ ଚାଲିଛି ବିଧାନସଭା
·2 years ago

ଅର୍ଗସ ବ୍ୟୁରୋ : ଶେଷ ହେଲା ବିଧାନସଭା । ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ୨୬ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ବନ୍ଦ । ମୁଲତବୀ ଘୋଷଣା ପାଇଁ ମୋସନ ଆଣିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ହଟ୍ଟଗୋଳ ମଧ୍ୟରେ ମାତ୍ର ୪ ଦିନ ଚାଲିଛି ବିଧାନସଭା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: