ଗୃହରେ ହଟ୍ଟଗୋଳ, ୧୧.୩୦ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି
·1 year ago

ଭୁବନେଶ୍ବର : ବିଧାନସଭା ଆରମ୍ଭରୁ ଗୃହ ମଧ୍ୟରେ ହଟ୍ଟଗୋଳ । ଗୃହ ମଧ୍ୟରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ । ବିଜେଡି- ବିଜେପି ସଦସ୍ୟ ମୁହାଁମୁହଁ । ଯାହାକୁ ନେଇ ୧୧.୩୦ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି ।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: