Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ହସ୍ପିଟାଲରୁ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ

Swayangprajna Mishra
Browse all articles by Swayangprajna Mishra
·2 years ago
ପୁଣି ହସ୍ପିଟାଲରୁ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ

ବାଲେଶ୍ଵର : ପୁଣି ହସ୍ପିଟାଲରୁ ପିଲାଚୋରି ।  ବାଲେଶ୍ଵର ହସ୍ପିଟାଲରୁ ପୁଣି ଶିଶୁ ପୁତ୍ର ଚୋରି । ବାଲିଆପାଳ ବ୍ଲକ କୁଲ୍ହାଚଡର ଅନିତା ଦଣ୍ଡପାଟଙ୍କ ଶିଶୁଙ୍କୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅନିତା ବାଲେଶ୍ଵର ହସ୍ପିଟାଲ ରେ ଗତକାଲି ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।

ଅଧିକ ପଢନ୍ତୁ ଓଡିଶା ଖବର

ଜନ୍ମପରେ ଜଣେ ଅଜଣା ମହିଳାଙ୍କ ସହ ଆଜି ସମ୍ପର୍କ ହୋଇଥିଲା । ମହିଳା ଜଣକ ପୋଲିଓ ବୁନ୍ଦା ଖାଇବାକୁ କହି ଛୁଆ କୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ । ସିସିଟିଭି ଫୁଟେଜରୁ ପୁଲିସ ତ ତଦନ୍ତ ଆରମ୍ଭ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the baby boy was allegedly stolen from the hospital | Argus News