Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯୁବଶକ୍ତି ପାଇଁ ବିଶେଷ ବଜେଟ ଆସିବ । ଏଥିପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଝିଅଙ୍କୁ ୧୪ ଓ ପୁଅଙ୍କୁ ୧୨ ହଜାର ଟଙ୍କା ମିଳିବ । ପୁରୀକୁ ଅନ୍ତର୍ଜାତୀୟ ସ୍ତରର ସହର କରାଯିବ । ବିରତି ସମୟରେ ସବୁ ମତ୍ସ୍ୟଜୀବିଙ୍କୁ ୧୫ ହଜୀର ଟଙ୍କା ଦିଆଯିବ ।

ଅଧିକ ପଢନ୍ତୁ ଓଡିଶା ଖବର

ଗରିବଙ୍କୁ ୧୦୦ ୟୁନିଟ୍ ଯାଏଁ ବିଜୁଳି ମାଗଣା ଦିଆଯିବ । ବିଏସ୍ କେୱାଇର ପରିସର ବୃଦ୍ଧି କରାଯିବ । ଆଗାମୀ ୫ ବର୍ଷରେ ଏସଏଚଜିଙ୍କୁ ଗୁରୁତ୍ବ ଦିଆଯିବ । ପୁରୀକୁ ଅନ୍ତର୍ଜାତୀୟ ସ୍ତରର ସହର କରାଯିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister announced the BJD election manifesto | Argus News