|
logo
Live

Argus News - ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

Odisha

ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

Jitendra Dash
Browse all articles by Jitendra Dash
·2 years ago·1 min read
ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

ଅର୍ଗସ ବ୍ୟୁରୋ : ସ୍କୁଲ ଛାତରୁ ପଡି ୧୦ମ ଶ୍ରେଣୀ ଛାତ୍ରୀ ଗୁରୁତର । ଛାତ୍ରୀ ଜଣକ ହେଲେ ଆରାଧନା ମିଶ୍ର । କ୍ଲାସ ଚାଲି ଥିବା ସମୟରେ ହଠାତ ବାହାରକୁ ଯିବା ପରେ ସେ ପ୍ରଥମ ମହଲାରୁ ତଳକୁ ଖସି ପଡ଼ିଥିଲେ । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବାରିଝୋଲା ନିକଟରେ ଥିବା ଶ୍ରୀ ଚୈତନ୍ୟ ସ୍କୁଲରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି  । ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବରୁ ତାଙ୍କୁ ବିଶାଖାପାଟଣାକୁ  ପଠାଯାଇଛି । ତାହାର କିଛି ସମୟ ପରେ ଉକ୍ତ କଲେଜର ୧୧ ଛାତ୍ର ଛାତ୍ରୀ ମୂର୍ଚ୍ଛା ଯାଇ ମେଡିକଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ନେଇ କଲେଜର ପ୍ରିନ୍ସପାଲ ପ୍ରତିକ୍ରିୟା ରଖି କହିଛନ୍ତି କି ୧୦ମ ଶ୍ରେଣୀ ଛାତ୍ରୀଙ୍କ ଛାତରୁ ପଡିବା ପରେ ସମସ୍ତେ ଡରି ଯାଇଥିଲେ ଫଳରେ ଏପରି ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | Argus News