ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର
·2 years ago

ଭୁବନେଶ୍ବର : ପ୍ରେମିକା ଘର ଭିତରୁ ପ୍ରେମିକ ର ମୃତଦେହ ଉଦ୍ଧାର ।ମୃତ ଯୁବକ ଜଣକ ହେଉଛନ୍ତି ପପୁନି ସ୍ୱାଇଁ । ନିମାପଡା ଅଞ୍ଚଳରେ ପପୁନିଙ୍କ ଘର । ସେ ପିଏଚଡି ମିସ୍ତ୍ରୀ ଭାବେ କାମ କରୁଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ଆଜି ସକାଳେ ଭୁବନେଶ୍ବର ଆସି ଶିଶୁପାଳଗଡ଼ ପ୍ରେମିକା ଘରେ ରହିଥିଲେ । ଘଟଣା ସ୍ଥଳରେ ଧଉଳି ପୋଲିସ ପହଂଚି ଶବକୁ ଜବତ କରିଛି । ଯୁବକଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: