Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚନ୍ଦ୍ରପୁର ଡାକ୍ତରଖାନା ପରିସରରୁ ଯୁବତୀଙ୍କ ମୃତଦେହ ଠାବ

Jitendra Dash
Browse all articles by Jitendra Dash
·2 years ago
ଚନ୍ଦ୍ରପୁର ଡାକ୍ତରଖାନା ପରିସରରୁ ଯୁବତୀଙ୍କ ମୃତଦେହ ଠାବ

ଅର୍ଗସ ବ୍ୟୁରୋ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଡାକ୍ତରଖନା ପରିସରରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଜୁବତୀଙ୍କ ମୃତଦେହ ଠାବ । ମୃତ ଯୁବତୀ ଜଣକ ଟିକିରି ଥାନା ନାକ୍ଟିଗୁଡା ଗ୍ରାମର ବେଲଧର ମାଝୀ । ଜୁବତୀ ଜଣକ ଚନ୍ଦ୍ରପୁର ସ୍ଥିତ ମା ଗୃହ ରେ ଦିର୍ଘ ୫ ବର୍ଷଧରି କାର୍ଯ୍ୟ କରୁଥିବା ଜଣାପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଡାକ୍ତରଖାନା ପରିସରରେ ଥିବା ଏକ ଭଗ୍ନ ଅବସ୍ଥାରେ ଥିବା ଘର ନିକଟରେ ତାଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିଥିବାରୁ କିପରି ତାଙ୍କର ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ରହିଛି । ଖବରପାଇ ଚନ୍ଦ୍ରପୁର ପୋଲିସ ଓ ବିଷମକଟକ ଏସଡିପିଓ ପୋହଞ୍ଚି ତଦନ୍ତ କରୁଥିବା ବେଳେ ରାୟଗଡାରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ପୋଲିସ କହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The dead body of the young woman will be sent from Chandrapur hospital premises | Argus News