Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀର ବିଭିନ୍ନ ଛକ ବଜାରରେ ଧରପଗଡ଼ କରିଥିଲା ପୋଲିସ

Jitendra Dash
Browse all articles by Jitendra Dash
·2 years ago
ରାଜଧାନୀର ବିଭିନ୍ନ ଛକ ବଜାରରେ ଧରପଗଡ଼ କରିଥିଲା ପୋଲିସ

ଅର୍ଗସ ବ୍ୟୁରୋ : କାର କାଚରେ ବ୍ଲାକ ସ୍କ୍ରିନ ଲଗାଇ ୩ଲକ୍ଷ ୫୬ହଜାର ଟଙ୍କା ତଣ୍ଡ ଗଣିଲେ ଗାଡି ଚାଳକ । ରାଜଧାନୀର ଗୋଟିଏ ଦିନରେ ୩ଲକ୍ଷ ୫୬ହଜାର ଟଙ୍କା ଟଙ୍କା ଆଦାୟ କଲା କମିସନରେଟ ପୋଲିସ । ସେଫ ସିଟି ଡ୍ରାଇଭ ଜରିଆରେ ଆଜି ରାଜଧାନୀର ବିଭିନ୍ନ ଛକ ବଜାରରେ ଧରପଗଡ଼ କରିଥିଲା ପୋଲିସ । 

ଅଧିକ ପଢନ୍ତୁ ଓଡିଶା ଖବର

୬୫ଟି ଚାରି ଚକିଆ ଯାନରୁ ବ୍ଲାକ ସ୍କ୍ରିନ ବାହାର କରିଛି ପୋଲିସ  । କମିସନରେଟ ପୋଲିସ ଓ ଭୁବନେଶ୍ୱର ଆରଟିଓ ରାଜଧାନୀରେ ମିଳିତ ଚଢଉ କରିଥିଲେ । କାର ମାଲିକ ମାନଙ୍କୁ ପୋଲିସ କମିସନରଙ୍କ ଅପିଲ ଗାଡିରୁ ବ୍ଲାକ ସ୍କ୍ରିନ ବାହାର କର ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The driver counted 3 lakh 56 thousand rupees by putting a black screen on the car window | Argus News