Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ପୂର୍ବରୁ ଦୁଇ ଏସପିଙ୍କ ବଦଳି କଲେ ନିର୍ବାଚନ କମିଶନ

Jitendra Dash
Browse all articles by Jitendra Dash
·2 years ago
ନିର୍ବାଚନ ପୂର୍ବରୁ ଦୁଇ ଏସପିଙ୍କ ବଦଳି କଲେ ନିର୍ବାଚନ କମିଶନ


ଅର୍ଗସ ବ୍ୟୁରୋ : ପୁଣି ବଦଳିଲେ ଦୁଇ ଏସପି ।  ନିର୍ବାଚନ ପୂର୍ବରୁ ଦୁଇ ଏସପିଙ୍କ ବଦଳି କଲେ ନିର୍ବାଚନ କମିଶନ । ବ୍ରହ୍ମପୁରର ଏସପି ଭାବେ ଡ଼.ସାର୍ଥକ ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଖୋର୍ଦ୍ଧା ଏସପି ଭାବେ ଅବିନାଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା ।

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored