ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା
·2 years ago

ଅର୍ଗସ ବ୍ୟୁରୋ : କଟକ ତିଗିରିଆ ଥାନା କଳିବିରି ଗାଁରୁ ବ୍ରାଉନସୁଗର ଜବତ । ମିଳିତ ଚଢାଉ କରି ୧ କେଜି ୧୧ ଗ୍ରାମର ବ୍ରାଉନସଗାର ଜବତ କରିଛି ଏସଟିଏଫ ଓ ତିଗିରିଆ ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା । ଘଟଣା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଯୁବକ ହେଲେ କୋଇଲିକନ୍ୟା ଗାଁର ସୂର୍ଯ୍ୟକାନ୍ତ ମନ୍ତ୍ରୀ । ଜାମିନ ନାମଞ୍ଜୁର ପରେ ତାକୁ ବିଚାର ବିଭାଗୀୟ ଅଦାଲତ ପଠାଯାଇଛି । ସବୁଠୁ ବଡ଼ କଥା ଗିରଫ ଯୁବକ ଜଣଙ୍କ ଜଣେ ମେକାନିକାଲ ଇଞ୍ଜିନିୟର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: