ଆଠ ଦିନର ଶିଶୁ ପୁତ୍ର ସହ ମା'କୁ ହସପିଟାଲରେ ଛାଡ଼ି ପରିବାର ଫେରାର୍
·2 years ago

ଅର୍ଗସ ବ୍ୟୁରୋ : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦୟ ବିଦାର ଦୃଶ୍ୟ । ଆଠ ଦିନର ଶିଶୁ ପୁତ୍ର ସହ ମା' କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାଡି ପରିବାର ଲୋକେ ଫେରାର । ମେଡିକାଲରେ ଛୁଆକୁ ଧରି କାନ୍ଦୁଛି ମା' ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦ୍ରାପଡା ଆଳି ବ୍ଲକ ଦେସାହି ପଂଚାୟତ କେତୁଆପାଳ ନାଗାମଠ ଗ୍ରାମର ଡଲି ମଲ୍ଲିକଙ୍କ ପ୍ରସବ ହେଲାପରେ ତାଙ୍କ ଶାଶୁ ଘର ପରିବାର ମେଡିକାଲରେ ଛାଡ଼ି ପଲାଇଛନ୍ତି । ତେବେ ମେଡିକାଲରେ ଛୁଆକୁ ଧରି ଡଲି କାନ୍ଦୁଥିବା ବେଳେ ସ୍ଥାନୀୟ ଟାଉନ ଥାନା ଅଧିକାରୀ ମା ଏବଂ ଛୁଆକୁ ସୁରକ୍ଷିତ ଭାବେ ନେଇ ୱାନଷ୍ଟପ ସେଣ୍ଟରରେ ହସ୍ତାନ୍ତର କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: