Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ସମୀକ୍ଷା କରିବେ ରାଜ୍ୟପାଳ

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ସମୀକ୍ଷା କରିବେ ରାଜ୍ୟପାଳ

ଅର୍ଗସ ବ୍ୟୁରୋ : ଦୁଇଦିନିଆ ଗଞ୍ଜାମ ଗଜପତି ଜିଲ୍ଲା ଗସ୍ତରେ ମହାମହିମ ରାଜ୍ୟପାଳ ।ଆଜି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ସମୀକ୍ଷା କରିବେ । ଆସନ୍ତା କାଲି ଗଞ୍ଜାମର ବିଭିନ୍ନ ସ୍ଥାନ ବୁଲିବାର କାର୍ଯ୍ୟକ୍ରମ ରହିଛି । ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ପହଂଚିବା ପରେ ଗଜପତି ଜିଲ୍ଲା ଯିବେ । ଗଜପତି ଜିଲ୍ଲାରେ ଆଜି ଗୋଶାଣୀ ବ୍ଲକ, ପାରଳାଖେମୁଣ୍ଡି , ବି ସୀତାପୁର, ଆର ସୀତାପୁର ଏବଂ ପଦ୍ମପୁର ଗ୍ରାମ ଗସ୍ତରେ ଯିବେ ।

ଅଧିକ ପଢନ୍ତୁ ଓଡିଶା ଖବର

ଆସନ୍ତାକାଲି ଗଞ୍ଜାମରେ ମା ତାରାତାରୀଙ୍କୁ ଦର୍ଶନ କଲା ପରେ ହୁମା , ଡିମିରିଆ, ଛତ୍ରପୁର, ଚମାଖଣ୍ଡି, କୁକୁଡ଼ାଖଣ୍ଡି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The governor will visit various places in Gajapati district | Argus News