Videos
|
Odisha

ନଭେମ୍ବର ୧୫ ରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା

Swayangprajna Mishra
Browse all articles by Swayangprajna Mishra
·1 year ago
ନଭେମ୍ବର ୧୫ ରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା

କଟକ :  କଟକ ଐତିହାସିକ ବାଲିଯାତ୍ରା ପାଇଁ ବାଜିଲା ବିଗୁଲ। ନଭେମ୍ବର ୧୫ ରୁ ଆରମ୍ଭ ହେବ ଚଳିତ ବର୍ଷର କଟକ ଐତିହାସିକ ବାଲିଯାତ୍ରା। ନଭେମ୍ବର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବାଲିଯାତ୍ରା। ବାଲିଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ। ସମସ୍ତ ବିଭାଗ ସହ ପ୍ରସ୍ତୁତି ନେଇ ହୋଇଛି ଆଲୋଚନା।

ଅଧିକ ପଢନ୍ତୁ ଓଡିଶା ଖବର

ଏଥରେ ଗ୍ରାଣ୍ଡ ବାଲିଯାତ୍ରା କରିବା ପାଇଁ ଲକ୍ଷ୍ୟ। ଚଳିତ ଥର  ଜାତୀୟ ସ୍ତରର ନେତା, ଭିଆଇପି ଓ ଭିଭିଆଇପିଙ୍କ ଆସିବାର ସମ୍ଭାବନା ରହିଛି। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାଲିଯାତ୍ରା ପ୍ରସ୍ତୁତି ନେଇ ହୋଇଥିବା ବୈଠକ ପରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ସୂଚନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The historic Bali Yatra will begin from November 15 | Argus News