Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ଅପହରଣ କରିପାରନ୍ତି ମାଓବାଦୀ , ବନ୍ଦ ହେଲା ସୁଟିଂ

Swayangprajna Mishra
Browse all articles by Swayangprajna Mishra
·1 year ago
ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ଅପହରଣ କରିପାରନ୍ତି ମାଓବାଦୀ , ବନ୍ଦ ହେଲା ସୁଟିଂ

ବଲାଙ୍ଗୀର : ଓଡିଆ ସିନେମା ଷ୍ଟାରଙ୍କୁ ମାଓବାଦୀ ଭୟ। ବଲାଙ୍ଗିର ଖପ୍ରାଖୋଲରେ ସିନେମା ହେଉଥିଲା ସୁଟିଂ। ହଠାତ ଅପହରଣ ନେଇ ସତର୍କ କରାଇଲା ଓଡ଼ିଶା ପୋଲିସର ଗୁଇନ୍ଦା ବିଭାଗ। ଏହି ଖବର ଜଣାପଡିବା ପରେ ଅଚାନକ ସିନେମାର ସୁଟିଂ ବନ୍ଦ କରା ଯାଇଛି ।

ଅଧିକ ପଢନ୍ତୁ : ମାଓ ଅପରସନରେ ୩ ମାଓବାଦୀ ନିପାତ

ଖପ୍ରାଖୋଲ ଜଙ୍ଗଲ ଓ ଗନ୍ଧମାର୍ଦନ ଜଙ୍ଗଲରେ ମାଓବାଦୀ ସକ୍ରିୟ ଥିବା ନେଇ ପୂର୍ବରୁ ଜଣାପଡିଛି। ଅନେକ ସମୟରେ CRPF ମାଓବାଦୀ ଗୁଳି ବିନିମୟ ମଧ୍ୟ ହୋଇଛି । ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ଅପହରଣ କରିପାରନ୍ତି ମାଓବାଦୀ ବୋଲି ସୂଚନା ମିଳିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The maoist may kidnap the odia film star, the shooting is stopped due to maoist | Argus News