Videos
|
Odisha

ହଷ୍ଟେଲ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କଲେ ଦୁର୍ବୃତ୍ତ

Swayangprajna Mishra
Browse all articles by Swayangprajna Mishra
·2 years ago
ହଷ୍ଟେଲ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କଲେ ଦୁର୍ବୃତ୍ତ

କେଉଁଝର : ଛାତ୍ରୀ ନିବାସରୁ ଚୋରୀ । ୫୨୦ ନମ୍ବର ଜାତୀୟ ରାଜପଥ କଡରେ ଥିବା ଲାହଣ୍ଡା ଆଦର୍ଶ ବିଦ୍ୟାଳୟର ନୂତନ ନିର୍ମାଣଧୀନ ଛାତ୍ରୀ ନିବାସରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କବାଟ ଭାଙ୍ଗି ପଶିବା ପରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରୀ କରିଛନ୍ତି  । ଏହାକୁ ନେଇ ଯୋଡ଼ା ଥାନାରେ ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ ଓଡିଶା ଖବର

ଅଭିଯୋଗ ମୁତାବକ ନୂତନ ନିର୍ମାଣ ଧୀନ ଛାତ୍ରୀ ନିବାସରେ ୪ ଜଣ ଶ୍ରମିକ ଶୋଇଥିବା ବେଳେ ଦୁର୍ବୃତ୍ତ ମାନେ ବାହାର ପଟୁ କବାଟ ବନ୍ଦ କରି ନିର୍ବିଘ୍ନରେ ଦାମୀ ସରଞ୍ଜାମ ଚୋରୀ କରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ। ଖବର ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: