Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୬୦ ଦିନ ଧରି ଗୋଟିଏ କଲଭର୍ଟ ଭିତରେ ଲୁଚି ରହିଥିଲେ ବୃଦ୍ଧ

Odisha

୬୦ ଦିନ ଧରି ଗୋଟିଏ କଲଭର୍ଟ ଭିତରେ ଲୁଚି ରହିଥିଲେ ବୃଦ୍ଧ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
୬୦ ଦିନ ଧରି ଗୋଟିଏ କଲଭର୍ଟ ଭିତରେ ଲୁଚି ରହିଥିଲେ ବୃଦ୍ଧ

ଅର୍ଗସ ବ୍ୟୁରୋ : ଦିନେ ନୁହେଁ କି ୨ ଦିନ ନୁହେଁ, ୬୦ ଦିନ ଧରି ଗୋଟିଏ କଲଭର୍ଟ ଭିତରେ ରହିଥିଲେ ବୃଦ୍ଧ । ଯେଉଁଠି କୁ ଲୋକେ ଦିନରେ ଯିବା ପାଇଁ ଭୟ କରନ୍ତି କିନ୍ତୁ ସେହି କଲଭର୍ଟ ଭିତରେ ଦୀର୍ଘ ୬୦ ରାତ୍ରୀ ଲୁଚି ଲୁଚି ଜୀବନ କାଟୁଥିଲେ ୬୦ ବର୍ଷୀୟ ଯୋହନ କାଣ୍ଡୁଲାନା । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅଞ୍ଚଳରେ। ସୂଚନୀ ଅନୁସାରେ ଲହୁଣୀପଡ଼ା ଥାନା ଅଧିନସ୍ଥ ଟକରା ରେଙ୍ଗାଲବେଢା ଗ୍ରାମର ୬୦ ବର୍ଷୀୟ ଯୋହନ କାଣ୍ଡୁଲାନା ପାରିବାରିକ କଳହ କାରଣରୁ ଘର ଛାଡ଼ି ପଳାଇଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ଟେନସା ବରସୁଆଁ ରାସ୍ତାରେ ଥିବା କଲଭର୍ଟ ତଳେ ଲୁଚି ରହୁଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଟେନସା ଫାଣ୍ଡି ଅଧିକାରୀ ଓ କିଛି ସାମ୍ବାଦିକ ତାଙ୍କୁ କଲଭର୍ଟ ଭିତରୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା କରିବା ପରେ ଯୋହନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The old man was hiding inside a culvert for 60 days | Argus News