Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଚାରାଧୀନ କଏଦୀ ଫେରାର ମାରିଛି

Jitendra Dash
Browse all articles by Jitendra Dash
·2 years ago
ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଚାରାଧୀନ କଏଦୀ ଫେରାର ମାରିଛି

ଅର୍ଗସ ବ୍ୟୁରୋ : ଟିଟିଲାଗଡ଼ ପରେ ସୁନ୍ଦରଗଡ଼ । ଡାକ୍ତରଖାନାରୁ ଫେରାର ମାରିଲା କଏଦୀ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଚାରାଧୀନ କଏଦୀ ଫେରାର ମାରିଛି । ଗତ ଡିସେମ୍ବର ମାସରେ ଭସ୍ମା ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟକାଣ୍ଡ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିଲା କଏଦୀ ଅର୍ଜୁନ ମୁଣ୍ଡା । ଗତ ୨୯ ତାରିଖରେ  ଏକ ଅସ୍ତ୍ରୋପଚାର  ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲା । ଆଜି ସେ ଫେରାର ମାରିବା ପରେ ଟାଉନ ପୋଲିସ ତଦନ୍ତ କରୁଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The pending prisoner has returned from Sundargarh District General Hospital | Argus News