Videos
|
Odisha

ଖଣି ମାଫିଆଙ୍କ ସହ ସମ୍ପର୍କରେ ପୋଲିସ ଅଧିକାରୀ

Swayangprajna Mishra
Browse all articles by Swayangprajna Mishra
·1 year ago
ଖଣି ମାଫିଆଙ୍କ ସହ ସମ୍ପର୍କରେ ପୋଲିସ ଅଧିକାରୀ

ଅର୍ଗସ ବ୍ୟୁରୋ : ଖଣି ମାଫିଆଙ୍କ ସହ ସମ୍ପର୍କରେ ରହୁଛନ୍ତି ପୋଲିସ ଅଧିକାରୀ । ଆଇନ ଶୃଙ୍ଖଳା ଏଡିଜିଙ୍କ ଚିଠିରୁ ଖୋଲିଛି ଗୁମର। ସବୁ ଜିଲ୍ଲାର ଏସପି ଓ ଡିସିପିଙ୍କୁ ଆଇନ ଶୃଙ୍ଖଳା ଏଡିଜି ଚିଠି ଲେଖିଛନ୍ତି । କିଛି ଫିଲଡ ଅଫିସର ପୋଲିସ ଡ୍ୟୁଟି ଛାଡି ଖଣି ଅଂଚଳରେ ପରିବହନ ସହ ବେଆଇନ କାର୍ଯ୍ୟରେ ସମ୍ପୃକ୍ତି ରହୁଥିବା ଚିଠି ରେ ଉଲ୍ଲେଖ ରହିଛି।

ଅଧିକ ପଢନ୍ତୁ ଓଡିଶା ଖବର

ପୋଲିସ ଡିଜି  ଘଟଣାକୁ ଗୁରୁତର ସହ ନେବାକୁ କଡା ଚେତାବନୀ ଦେଇଛନ୍ତି । ଏହା ପୋଲିସର ଦାୟିତ୍ୱ ବାହାରେ ଓ ଏଭଳି ଘଟଣା ସାମ୍ନାକୁ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ ଡିଜି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: