ଲୁଟେରାଙ୍କ ଉତ୍ପାତ, ଘରେ ପଶି ପିଟିଲେ , ଲୁଟିନେଲେ ସୁନା ଅଳଙ୍କାର
·1 year ago

ଅର୍ଗସ ବ୍ୟୁରୋ : ଲୁଟେରାଙ୍କ ଉତ୍ପାତ । ଘରେ ପଶିଲେ, ପିଟିଲେ, ଲୁଟିଲେ। ଭଦ୍ରକ ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ ଭାଟଣା ଗାଁରୁ ଡକାୟତି। ବିଳମ୍ବିତ ରାତିରେ ଘରେ ପଶି ପରିବାର ଲୋକଙ୍କୁ ପିଟି ଲୁଟିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ଲୁଟେରା ଫେରାର। ଅଭିଯୋଗ ପରେ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସର ତଦନ୍ତ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: