ରାଜଧାନୀରେ ବଢୁଛି ବସ୍ତି ଲୋକଙ୍କ ସଂଖ୍ୟା
·1 year ago

ଅର୍ଗସ ବ୍ୟୁରୋ : ବସ୍ତି ଲୋକଙ୍କ ସଂଖ୍ୟା ବଢ଼ୁଛି । ପାଞ୍ଚ ମହାନଗର ନିଗମରେ ରହୁଛନ୍ତି 1ଲକ୍ଷ 95 ହଜାର 95 ବସ୍ତି ପରିବାର । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସ୍ତିରେ ରହୁଛନ୍ତି 80 ହଜାର 520 ପରିବାର । ବ୍ରହ୍ମପୁର ମହାନଗର ନିଗମ ଅଧୀନ ବସ୍ତିରେ 15 ହଜାର 564 ପରିବାର ରହୁଛନ୍ତି । କଟକ ମହାନଗର ନିଗମ ଅଧୀନ ବସ୍ତିରେ 23 ହଜାର 296 ପରିବାର ଓ ରାଉରକେଲା ମହାନଗର ନିଗମ ଅଧୀନ ବସ୍ତିରେ 38 ହଜାର 970 ପରିବାର ଓ ସମ୍ବଲପୁର ମହାନଗର ନିଗମ ଅଧୀନ ବସ୍ତିରେ ରହୁଛନ୍ତି 36 ହଜାର 745 ପରିବାର ।
ଅଧିକ ପଢନ୍ତୁ ଓଡିଶା ଖବର
୫ଟି ମହାନଗର ନିଗମ ମଧ୍ୟରୁ ଭୁବନେଶ୍ବର ମହାନଗର ନିଗମରେ ସବୁଠାରୁ ଅଧିକ ପରିବାର ବସ୍ତିରେ ରହୁଛନ୍ତି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: