Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାନ୍ଥ ପଡି ପୁଅ ମୃତ, ବାପା ମା' ଗୁରୁତର

Swayangprajna Mishra
Browse all articles by Swayangprajna Mishra
·2 years ago
କାନ୍ଥ ପଡି ପୁଅ ମୃତ, ବାପା ମା' ଗୁରୁତର

ବାଲେଶ୍ବର : କାନ୍ଥ ପଡି ପୁଅ ମୃତ ବାପା ମାଆ ଗୁରୁତର । ଜଳେଶ୍ବର ଥାନା ପଶ୍ଚିମବାଡ଼ ଗ୍ରାମର ଅଘଟଣ । ଚିପ୍ସ ଗୋଟାଉ ଥିବା ବେଳେ ତିନି ଜଣକ ଉପରେ ପଡି ସିମେଣ୍ଟ କାନ୍ଥ ପଡି ଯାଇଥିଲା । ଖବର ପାଇ ସ୍ଥାନୀୟ ଲୋକେ ତିନି ଜଣକୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ରେ ଭର୍ତ୍ତି କରିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ପୁଅ ଶେକ ଆରିଫଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାପା ଶେକ ସମୀରୁଦିନ  ଓ ମାଆ ଆସୀମା ବିବି ଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The son died after the wall fell, the father and mother were seriously injured | Argus News