Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଛାତ୍ରଛାତ୍ରୀ ବିରୋଧ କରିବା ସହ ନିବେଦିତା ମେନନ ଗୋ ବ୍ୟାକ୍ ନାରା ଦେଇଥିଲେ

Odisha

ଛାତ୍ରଛାତ୍ରୀ ବିରୋଧ କରିବା ସହ ନିବେଦିତା ମେନନ ଗୋ ବ୍ୟାକ୍ ନାରା ଦେଇଥିଲେ

Jitendra Dash
Browse all articles by Jitendra Dash
·2 years ago
ଛାତ୍ରଛାତ୍ରୀ ବିରୋଧ କରିବା ସହ ନିବେଦିତା ମେନନ ଗୋ ବ୍ୟାକ୍ ନାରା ଦେଇଥିଲେ

ଅର୍ଗସ ବ୍ୟୁରୋ : ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ନିବେଦିତା ମେନନକୁ ଛାତ୍ରଛାତ୍ରୀଙ୍କ ବିରୋଧ । ମହିଳା ଦିବସ ଅବସରରେ ନିବେଦିତା ମେନନକୁ ମୁଖ୍ୟବକ୍ତା ଭାବେ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ନିମନ୍ତ୍ରଣ କରିଥିଲେ । ଏବିଭିପି ଓ ୟୁନିଭର୍ସିଟି ଛାତ୍ରଛାତ୍ରୀ ବିରୋଧ କରିବା ସହ ନିବେଦିତା ମେନନ ଗୋ ବ୍ୟାକ୍ ନାରା ଦେଇଥିଲେ । ପରେ କୁଳପତିଙ୍କ ଅଫିସ ଭିତର ପସି ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷ ମୁହାଁମୁହିଁ ହେବା ସହ ଉତ୍ତେଜନା ଦେଖାଦେଇଥିଲା । ଜଣେ ରାଷ୍ଟ୍ର ବିରୋଧି ପ୍ରଫେସରକୁ କିଭଳି ମହିଳା ଦିବସରେ ନିମନ୍ତ୍ରଣ କରାଯାଇଥିଲା ବୋଲି ପ୍ରଶ୍ନ ଉଠିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The students protested and Nivedita Menon raised Go Back slogans | Argus News