ଶିକ୍ଷକ ନା ସୈତାନ ? ପାଠ ପଢାଇବା ବଦଳରେ କରୁଥିଲେ ଅସଦାଚାରଣ !
·2 years ago

ଜଗତସିଂହପୁର : ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ଛାତ୍ରୀମାନଙ୍କୁ ଅସାଦାଚାରଣ କରି ଫସିଲେ ଶିକ୍ଷକ । ଏପରି ଖବର ଆସିଛି ଜଗତସିଂହପୁର ଜିଲ୍ଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଡହରିଶପୁର (ନୋଳିଆସାହି) ରୁ । ଏହି ବିଦ୍ୟାଳୟର ଶିକ୍ଷକ ତାପସ ଗିରିଙ୍କ ନାମରେ ଛାତ୍ରୀମାନଙ୍କୁ ଅସଦାଚରଣ ର ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ।
ଅଧିକ ପଢନ୍ତୁ ଓଡିଶା ଖବର
ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ପ୍ରଲୋଭନ ଦେଖାଇ ସ୍କୁଲ୍ ଲାଟିନ ଘରେ କରୁଥିଲେ ଅସଦାଚରଣ।ସ୍କୁଲ୍ ପିଲା ମାନେ ଶିକ୍ଷକ ତାପସ ଗିରିଙ୍କ କଳା କାରନାମା ର ଖୁଲସା କରିଛନ୍ତି। ଶିକ୍ଷକ ବିଜେଡ଼ି ନେତାଙ୍କ ସମ୍ପର୍କୀୟ ହୋଇଥିବାରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: