ଶ୍ରୀମନ୍ଦିର ସାମ୍ନାରେ ବୁଲା କୁକୁରଙ୍କ ଆତଙ୍କ, ଦୁଇ ବର୍ଷର ଶିଶୁର ଆଖିକୁ କାମୁଡ଼ି ଦେଲା କୁକୁର
·2 years ago

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ସାମ୍ନାରେ ବୁଲା କୁକୁରଙ୍କ ଆତଙ୍କ । କୁକୁର କାମୁଡ଼ାରେ ଶିଶୁ ଗୁରୁତ୍ବର । ଦୁଇ ବର୍ଷର ଶିଶୁର ଆଖିକୁ କାମୁଡ଼ି ଦେଇଛି ବୁଲା କୁକୁର । ଦର୍ଶନ ପାଇଁ ଯାଉଥିବା ବେଳେ ସିଂହଦ୍ଵାର ସମ୍ମୁଖରେ ଦୁଇ ବର୍ଷର ଶିଶକୁ କାମୁଡି ଦେଇଥିଲା ବୁଲା କୁକୁର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାପରେ ତାର ଆଖିରୁ ଝରଝର ରକ୍ତ ବୋହୁଛି । ଏଣେ ଶିଶୁକୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ଶିଶୁ ଶ୍ରୀମନ୍ଦିର ସାମ୍ନାରେ ଖେଳୁଥିଲା । ଗରୁଡ଼ ସ୍ତମ୍ଭ ନିକଟରେ କୁକୁରଟି ଶୋଇଥିଲା। ହଠାତ୍ ଶିଶୁକୁ କାମୁଡ଼ି ଦେଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: