Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଠାକୁରଙ୍କୁ ବି ଛାଡ଼ିଲେନି ଚୋର , ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି

Odisha

ଠାକୁରଙ୍କୁ ବି ଛାଡ଼ିଲେନି ଚୋର , ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି

Swayangprajna Mishra
Browse all articles by Swayangprajna Mishra
·1 year ago
ଠାକୁରଙ୍କୁ ବି ଛାଡ଼ିଲେନି ଚୋର , ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି

କଟକ : ଠାକୁର ଙ୍କୁ ବି ଛାଡ଼ିଲେନି ଚୋର । କଟକ ନିଆଳି ଥାନା ବିଳାସୁଣୀ ପଞ୍ଚାୟତ ପ୍ରଭୁ ଗୋପାଳଜୀଉଙ୍କ ମନ୍ଦିରରୁ ଚୋରି ହୋଇଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିର ର ଫାଟକ ତାଲା ଭାଙ୍ଗି ଆଣ୍ଠୁଆ ଗୋପାଳ ଙ୍କ ମୂର୍ତ୍ତୀ,ରାଧାକୃଷ୍ଣ ଙ୍କ ମୂର୍ତ୍ତୀ ସହ ରୂପା ଛାତ୍ରୀ, ସୁନା ଲକେଟ୍,ବଇଁଶୀ ସହ ଠାକୁର ଙ୍କ ଅନ୍ୟାନ୍ୟ ଅଳଙ୍କାର ଦୁବୃର୍ତ୍ତ ମାନେ ଲୁଟି ନେଇଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ନିଆଳି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଛି। ଚୋରକୁ ଧରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭକ୍ତ ଙ୍କ ସହ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The thief, who did not leave even Thakur, stole from the gopaljiyu temple at late night | Argus News