Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଦଶପଲ୍ଲାକୁ ଗଡ଼ିବ ଟ୍ରେନ, ଶୁଭାରମ୍ଭ କରିବେ କେନ୍ଦ୍ର ରେଳମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago
ଆଜି ଦଶପଲ୍ଲାକୁ ଗଡ଼ିବ ଟ୍ରେନ, ଶୁଭାରମ୍ଭ କରିବେ କେନ୍ଦ୍ର ରେଳମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଦଶପଲ୍ଲାକୁ ଗଡ଼ିବ ୪ ଟ୍ରେନ । ଆଜି ସମ୍ପ୍ରସାରଣର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭୁବନେଶ୍ବର-ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ବର -ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ, ପୁରୀ-ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ, ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନଗୁଡ଼ିକର ସମ୍ପ୍ରସାରଣ କରାଯିବ । ସେହିପରି ଖୋର୍ଦ୍ଧା ରୋଡ଼ -ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପର ଦଶପଲ୍ଲା ଷ୍ଟେସନ ବିଲ୍ଦିଂ ଏବଂ ନବ ନିର୍ମିତ ନୂଆଗାଁ -ଦଶପଲ୍ଲା ରେଳ ସେକ୍ସନର ଉଦଘାଟନ ହେବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The train will run to Daspalla today, the Union Railway Minister will launch it | Argus News